ଗାଁ ଆମ୍ବ ତୋଟାରେ କୁଆଁରୀଙ୍କ ଜମୁଛି ରଜ ମଉଜ - ରଜ ପର୍ବ ପାଳନ
🎬 Watch Now: Feature Video

ଖୋର୍ଦ୍ଧା: ଗାଁ ଆମ୍ବ ତୋଟାରେ କୁଆଁରୀଙ୍କ ଜମୁଛି ରଜ ମଉଜ । କୋରାନା କଟକଣାରେ ଚଳିତ ବର୍ଷ ରଜ ମଉଜ ଫିକା ପଡିଥିବାବେଳେ କିଛି ସ୍ଥାନରେ ସାମାଜିକ ଦୂରତା ଅବଲମ୍ବନ କରି ଝିଅ ବୋହୂମାନେ ରଜ ପର୍ବ ପାଳନ କରିଛନ୍ତି । ତବେ ଚଳିତବର୍ଷ ରଜ କିପରି ପାଳନ କରୁଛନ୍ତି ଝିଅମାନେ ଆସନ୍ତୁ ଦେଖିବା..
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ