ଦୁର୍ଗାବାଡି ସମିତି ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ - puri durga puja news
🎬 Watch Now: Feature Video

ପୁରୀ: ଶାରଦୀୟ ଦୁର୍ଗା ପୂଜାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଜି ଦେବୀ ପୀଠରେ ମହାନବମୀ ପାଳନ ହେଉଛି। ଅନ୍ୟପଟେ ପୂଜା ମଣ୍ଡପରେ ଆଜି ମହାଷ୍ଟମୀ। ମହାଷ୍ଟମୀରେ ମା ଦୁର୍ଗାଙ୍କ ଆବାହନ ନେଇ ଏବେ ସବୁ ପୂଜା ମଣ୍ଡପରେ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଛି । ତେବେ ମହାଷ୍ଟମୀରେ ପୁରୀ ଦୁର୍ଗାବାଡି ସମିତିରେ କିଭଳି ଦୃଶ୍ୟ ରହିଛି ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ ପୁରୀ ପ୍ରତିନିଧି।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ