ଅଭାବରୁ ସୃଷ୍ଟି ଆଦର୍ଶ, ଅଟୋ ଚଳାଇ ସ୍ୱାବଲମ୍ବୀ ସନ୍ତୋଷିନୀ - auto
🎬 Watch Now: Feature Video

ଭୁବନେଶ୍ବର: ରାଜଧାନୀର ରାଜରାସ୍ତାରେ ସମାଲୋଚନାକୁ ଖାତିର ନକରି ସସମ୍ମାନର ସହ ଅଟୋ ଚଳାଉଛନ୍ତି କେନ୍ଦୁଝରର ଝିଅ ସନ୍ତୋଷିନୀ । ପାରିବାରିକ ନିର୍ଯ୍ୟାତନାଙ୍କୁ ସହ୍ୟ କରିନପାରି ସେ ନିଜ ପାଇଁ ବାଛିନେଇଛନ୍ତି ଏ ବାଟ।
Last Updated : Feb 9, 2019, 1:13 PM IST