ନିରାଶ୍ରୟଙ୍କ ଭୋକ ମେଣ୍ଟାଇଲେ ପୋଲିସ ବାବୁ, ଦେଖନ୍ତୁ - cuttack news

🎬 Watch Now: Feature Video

thumbnail

By

Published : Apr 19, 2020, 4:31 PM IST

କଟକ: ସାରା ଦେଶରେ ଛାଇ ରହିଛି ମହାମାରୀ କୋରୋନା ଆତଙ୍କ । ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ସାରା ଦେଶକୁ ଲକଡାଉନ କରାଯାଇଛି । ଏହି ପରିସ୍ଥିତିରେ ଦିନ ମଜୁରୀଆଙ୍କ ଠାରୁ ଆରମ୍ଭ କରି ନିରାଶ୍ରୟ ମାନେ ଦିନକୁ 2 ବେଳା ଖାଇବାକୁ ସକ୍ଷମ ହେଉନାହାନ୍ତି । ଏହାକୁ ନଜରରେ ରଖି ନିରାଶ୍ରୟଙ୍କ ପେଟକୁ ଦାନା ଦେଇ ନିଜେ ଆତ୍ମତୃପ୍ତି ଲାଭ କରୁଛି ପୋଲିସ । ତେବେ ଦେଖନ୍ତୁ କଟକର ଜଗତପୁର ଅଞ୍ଚଳରେ କିପରି ଭୋକିଲା ଲୋକଙ୍କୁ ଖାଦ୍ୟ ଦେଇଛନ୍ତି ପୋଲିସ ବାବୁ । କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.