thumbnail

By

Published : Jul 29, 2020, 5:25 PM IST

ETV Bharat / Videos

ଅମାନିଆଙ୍କୁ ସାବଡ କରୁଛି ପୋଲିସ

କଟକ: ସିଲଭରସିଟିରେ ଜାରି ରହିଛି ଲକଡାଉନ । କୋରୋନା ଚେନକୁ ଭାଙ୍ଗିବା ପାଇଁ ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ତେବେ ଏହି ଲକଡାଉନ ରେ ମୁଖ୍ୟତଃ ଅଭ୍ୟାସଗତ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପ୍ରତି ଛକ ଛକରେ ଚେକିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି । କଟକର ପ୍ରତ୍ୟକ ଚେକିଂ ପଏଣ୍ଟରେ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି । ଏବାବଦରେ ଅଧିକ ଆଲୋଚନା ଦେଇଛନ୍ତି ଆମ କଟକ ପ୍ରତିନିଧି । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.