ଶ୍ରୀମନ୍ଦିରରେ ପତିତପାବନଙ୍କ ମଙ୍ଗଳ ଆଳତି - ଶ୍ରୀମନ୍ଦିରରେ ମଙ୍ଗଳ ଆଳତି
🎬 Watch Now: Feature Video

ସମଗ୍ର ବିଶ୍ବର ମଙ୍ଗଳ କାମନା କରି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତି । ସବୁଦିନ ପରି ଆଜି ମଧ୍ୟ ସେବାୟତମାନେ ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟାଇ ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ କରି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତି କରିଛନ୍ତି । କୁହାଯାଏ ଯେ, ମଙ୍ଗଳ ଆଳତି ଦେଖିଲେ ଜୀବନର ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ଓ ପୂଣ୍ୟ ପ୍ରାପ୍ତି ହୋଇଥାଏ ।