ଆରମ୍ଭ ହେଲା ସରକାରୀ ବସ ସେବା, ଘରକୁ ଫେରିବାକୁ ଉତ୍ସାହିତ ଯାତ୍ରୀ - osrtc bus service started

🎬 Watch Now: Feature Video

thumbnail

By

Published : Jun 8, 2020, 4:19 PM IST

ଭୁବନେଶ୍ବର: ଦୀର୍ଘ 76 ଦିନ ଧରି ଦେଶ ତଥା ରାଜ୍ୟରେ ଜାରିରହିଛି ଲକଡାଉନ । ଏଥିପାଇଁ ଦୀର୍ଘଦିନ ଧରି ଆନ୍ତଃରାଜ୍ୟ ବସସେବା ବନ୍ଦ ରହିଛି । ତେବେ ପଞ୍ଚମ ପାଳି ଲକଡାଉନ ଘୋଷଣାରେ ନିୟମରେ କୋହଳ ହେବା ସହ ରାଜ୍ୟ ସରକାର ଆଜିଠାରୁ ସରକାରୀ ବସ ସେବା ଆରମ୍ଭ କରିଛନ୍ତି । ତେବେ ଭୁବନେଶ୍ବରରେ ଫସିରହିଥିବା ଯାତ୍ରୀ ମାନେ ଆଜି ଘରକୁ ଯିବାକୁ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଛି।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.