ଲକ୍ଡାଉନ୍: ଦେଖନ୍ତୁ ବେସାହାରାଙ୍କ ଲାଗି କି ପଦକ୍ଷେପ ନେଇଛି ରାୟଗଡା ପ୍ରଶାସନ - ସାରାଦେଶ ଏବେ ଲକ୍ଡାଉନ୍
🎬 Watch Now: Feature Video
ରାୟଗଡା: ସାରାଦେଶ ଏବେ ଲକ୍ଡାଉନ୍ରେ ଥିବାବେଳେ ଦିନମଜୁରିଆ ତଥା ଘରଦ୍ବାର ନଥିବା ଲୋକଙ୍କ ଲାଗି ସରକାର ସ୍ବତନ୍ତ୍ର ପଦକ୍ଷେପ ନେଉଛନ୍ତି । ସେମାନଙ୍କର ରହିବା ସହ ଖାଇବାପିଇବାର ବନ୍ଦୋବସ୍ତ କରୁଛନ୍ତି ସରକାର । ତେବେ ରାୟଗଡା ଜିଲ୍ଲାରେ ଏହା କିପରି କାର୍ଯ୍ୟକାରୀ ହେଉଛି ସେନେଇ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ରଞ୍ଜନ ରଥ ।