ଲକଡାଉନର ଚତୁର୍ଥ ଦିନ, ଅମାନିଆ ଗଣିଲେ ଫାଇନ

By

Published : May 8, 2021, 12:55 PM IST

thumbnail
ଆନନ୍ଦପୁର: ଲକଡାଉନର ଚତୁର୍ଥ ଦିନରେ ଘସିପୁରା ପୋଲିସ ପକ୍ଷରୁ ତପ୍ତରତା ପ୍ରକାଶ ପାଇଛି । ଶନିବାର ଘସିପୁରା ପୋଲିସ ଶାଳପଡା, ଶୈଲଙ୍ଗ ଏବଂ ଘସିପୁରା ଅଞ୍ଚଳରେ ଜୋରଦାର ଚଢ଼ାଉ କରିଛି । ଅମାନିଆଙ୍କ ଠାରୁ ଫାଇନ ଆଦାୟ କରିବା ସହ ୫୦ରୁ ଊର୍ଦ୍ଧ୍ବ ବାଇକ ଜବତ କରିଛି । କାମ ନଥିଲେ ଅଯଥାରେ ଘରୁ ନ ବାହାରିବାକୁ ଅନୁରୋଧ କରିଛି ପ୍ରଶାସନ। ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହିତ ଦୂରତା ରକ୍ଷା କରିବାକୁ ମଧ୍ୟ ସଚେତନା ବାର୍ତ୍ତା ବାରମ୍ବାର ବାଣ୍ଟୁଛନ୍ତି । ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.