ମଞ୍ଚରେ ନୁହେଁ, ଷ୍ଟୁଡିଓରେ ଗୀତ ଗାଉଛନ୍ତି ମନ୍ତ୍ରୀ ପଦ୍ମନାଭ

By

Published : Dec 27, 2019, 6:13 PM IST

thumbnail
ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା 3 ହଜାର କଳାକାରଙ୍କୁ ନେଇ ବିଜେପୁର ଉପ ନିର୍ବାଚନ ସମୟରେ ପ୍ରଚାର କରିଥିଲେ । ସେହି ସମୟରେ ମନ୍ତ୍ରୀ ଆଞ୍ଚଳିକ କରମସାନୀ ଗୀତ ଗାଇଥିଲେ । ଯାହାକି ଖାଲି ଆଞ୍ଚଳିକ ନୁହେଁ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ସାଉଣ୍ଟିଥିଲା । ହେଲେ ଏବେ ସିଧାସଳଖ ଜନତାଙ୍କ ସମ୍ମୁଖରେ ନୁହେଁ ବରଂ ଷ୍ଟୁଡିଓରେ ଏକ ଭଜନରେ କଣ୍ଠଦାନ କରି ଚର୍ଚ୍ଚାରେ ପଦ୍ମନାଭ । ଶୁଣନ୍ତୁ ସେ ଗାଇଥିବା ଗୀତ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.