ନୂଆବର୍ଷରେ ନୂଆ ଟିମ୍, ମନ୍ତ୍ରୀମଣ୍ଡଳ ସାଙ୍ଗକୁ ପ୍ରଶାସନିକ ସ୍ତରରେ ଆସିବେ ନୂଆ ଚେହେରା - ନବୀନଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ

🎬 Watch Now: Feature Video

thumbnail

By

Published : Dec 22, 2020, 10:27 PM IST

ଭୁବନେଶ୍ବର: ନୂଆବର୍ଷରେ ମନ୍ତ୍ରୀମଣ୍ଡଳ ସାଙ୍ଗକୁ ପ୍ରଶାସନିକ ସ୍ତରରେ ହେବ ବ୍ୟାପକ ପରିବର୍ତ୍ତନ । ନବୀନଙ୍କ ପଞ୍ଚମ ପାଳିରେ ପ୍ରଥମ ଥର ପାଇଁ ସମ୍ପ୍ରସାରଣ ହେବ ମନ୍ତ୍ରୀମଣ୍ଡଳ । ନିଯୁକ୍ତ ହେବେ ନୂଆ ମୁଖ୍ୟ ଶାସନ ସଚିବ । କିଏ ବାଦ ପଡିବେ ଆଉ କିଏ ଏଣ୍ଟ୍ରି ମାରିବେ ? ଏନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.