ଓଡିଶା ବଜେଟ 2021: MSME ଚାହେଁ ଇଏମଆଇ ରିଲିଫ - ଓଡିଶା ଆଶା

🎬 Watch Now: Feature Video

thumbnail

By

Published : Feb 20, 2021, 7:56 PM IST

କୋରୋନାରେ ଗଭୀର ଭାବେ ପ୍ରଭାବିତ କ୍ଷୁଦ୍ର , ଲଘୁ ଓ ମଧ୍ୟମ ଉଦ୍ୟୋଗ । ଅର୍ଥନୀତିରେ ଏମଏସଏମର ଯୋଗଦାନ ଅଧିକ ରହୁଥିବାରୁ ଏ ଦିଗ ପ୍ରତି ଗୁରୁତ୍ବ ଜରୁରୀ ରହିଛି । ସେହିଭଳି ହୋଟେଲ ଇଣ୍ଡଷ୍ଟ୍ରିଜ, ପର୍ଯ୍ୟଟନ ଶିଳ୍ପକୁ ମଧ୍ୟ ଅଧିକ ଭିଟାମିନ ଆବଶ୍ୟକ ରହିଛି । କାରଣ ଏସବୁ ସେକ୍ଟରରେ ଅଧିକ ନିଯୁକ୍ତି ରହିଥିବା ବେଳେ ଏବେ କୋରୋନା ମାଡରେ ରୋଜଗାର କ୍ଷତି ହୋଇଛି । ଏଣୁ ସେକ୍ଟରକୁ କେତେ ମିଳିବ । କଣ ରହିବ ଗୁରୁତ୍ବ ? ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.