ନୀଳାଚଳେ ଜଗନ୍ନାଥ: ବିରଳ, ବିଚିତ୍ର ବିଶ୍ୱର ସର୍ବବୃହତ ପାକଶାଳା

By

Published : Jun 24, 2020, 12:27 PM IST

thumbnail
ପ୍ରଭୁ ନୀଳାଦ୍ରୀନାଥ ଯେପରି ଲୀଳାମୟ ତାଙ୍କର ଧାମ ଶ୍ରୀପୁରୁଷୋତ୍ତମ ଧାମ ପୁରୀ ମଧ୍ୟ ସେହିପରି ରହସ୍ୟମୟ । ଚାରି ଧାମ ମଧ୍ୟରୁ ଏହି ଧାମରେ ଭଗବାନ ବିଷ୍ଣୁ ଭୋଜନ ପାଇଁ ନିତ୍ୟ ଆସିଥାନ୍ତି । ଷାଠିଏ ପଉଟି ଭୋଗ ପ୍ରତିଦିନ ଭୋଗ ଖାଏ ଜଗା । ଏହି ମହାପ୍ରସାଦ ଯେତିକି ସୁଦ୍ଧ ଏହାର ସ୍ବାଦ ସେତିକି ଚମତ୍କାର । ଏହାର ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ବିଚିତ୍ର । ରୋଷଶାଳାରେ ମା' ଅନ୍ନପୂର୍ଣ୍ଣା, ଲକ୍ଷ୍ମୀ ସାଆନ୍ତାଣି, ଶ୍ରୀକ୍ଷେତ୍ର ସାଆନ୍ତେଙ୍କ ପାଇଁ ସୁନାର ଚଟୁ ଅନ୍ନ ରାନ୍ଧନ୍ତି । ମହାପ୍ରଭୁଙ୍କ ଯେଉଁ ପାକଶାଳା ରହିଛି, ତାହା ବିଶ୍ବର ସର୍ବବୃହତ୍ତମ ପାକଶାଳା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.