New Year Celebration: ଜଗତ କଲ୍ୟାଣ ପାଇଁ ପୂଜାର୍ଚ୍ଚନା - ଜଗତ କଲ୍ୟାଣ ପାଇଁ କୋରାପୁଟ ଲୋକଙ୍କ ପ୍ରାର୍ଥନା
🎬 Watch Now: Feature Video
କୋରାପୁଟ: ଇଂରାଜୀ କ୍ୟାଲେଣ୍ଡରରେ ଆଜି ନୂଆ ବର୍ଷର ପ୍ରଥମ ଦିନରେ ହିନ୍ଦୁ ଓ ଖ୍ରୀଷ୍ଟୀୟ ଧର୍ମାବଲମ୍ବୀ ପରିବାର ମନ୍ଦିର ଓ ଚର୍ଚ୍ଚ ଯାଇ ଜଗତ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଛନ୍ତି । ପୁରାତନ ଚର୍ଚ୍ଚ ଗୁଡିକରେ ପ୍ରଭୁ ଯୀଶୁଙ୍କ ଅନୁଗାମୀ ପ୍ରାର୍ଥନା କରିଥିବାବେଳେ ଶାବର ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ଜଗନ୍ନାଥ ମନ୍ଦିର, ଡୁମୁରିପୁଟରେ ଶ୍ରୀରାମ ମନ୍ଦିର ତଥା ଦାମନଯୋଡିର ମା’ କଣ୍ଟା ବାଉଁଶୁଣୀଙ୍କ ମୁକ୍ତ ଆକାଶ ତଳେ ପୂଜା ପାଉଥିବା ଦେବୀ ପୀଠରେ ଭକ୍ତ ସାମୂହିକ କଲ୍ୟାଣ ନିମନ୍ତେ ପୂଜାର୍ଚ୍ଚନା କରିଛନ୍ତି ।