ପହିଲି ଶୀତରେ ପ୍ରକୃତିକୁ ସୁନାର ସ୍ପର୍ଶ: ହଳଦି ରଙ୍ଗରେ ସଜେଇ ହୋଇଛି କୋରାପୁଟ - କୋରାପୁଟରେ ପ୍ରକୃତିର ସୁନାବେଶ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-4984404-thumbnail-3x2-kpt.jpg)
କୋରାପୁଟ: ଆସିଛି ଶୀତ ଋତୁ । ପହିଲି ଶୀତର ସ୍ପର୍ଶରେ ଖେଳି ଉଠିଛି ପ୍ରକୃତି ମା’ । ସୁନାର ଚାଦରରେ ଢାଙ୍କି ହେଲା ପରି ମନେ ହୁଏ କୋରାପୁଟର ପାହାଡ, ପର୍ବତ, ନଦୀନାଳ ଓ ରାସ୍ତାକଡର ଜମି ସବୁ । ହଳଦିଆ ରଙ୍ଗର ଫୁଲରେ ଭରିଯାଇଛି କ୍ଷେତ ସବୁ । ଅଳସି ଫୁଲର ସୁନ୍ଦରତାରେ ପୁରି ଉଠିଛି ପ୍ରକୃତିର ଗର୍ଭ ।