ଖାନନଗର ପୂଜା ମଣ୍ଡପରୁ ଜଗତ ଜନନୀଙ୍କ ନବମୀ ପୂଜା - ଜଗତ ଜନନୀଙ୍କ ନବମୀ ପୂଜା
🎬 Watch Now: Feature Video
ସାରା ଦେଶରେ ପାଳିତ ହେଉଛି ମା’ ଦୁର୍ଗାଙ୍କ ନବମୀ ପୂଜା । ହେଲେ କୋରୋନା ଯୋଗୁଁ ଭକ୍ତଙ୍କ ବିନା ଖାଁ ଖାଁ ସମସ୍ତ ପୂଜା ମଣ୍ଡପ । ଏହି ପରିପ୍ରେକ୍ଷୀରେ କଟକ ଖାନନଗର ପୂଜା ମଣ୍ଡପରୁ ଜଗତ ଜନନୀଙ୍କ ନବମୀ ପୂଜା ପାଳିତ ହୋଇଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ