ମୋ ସରକାରରେ ସାମିଲ ହେଲା ଶିଳ୍ପ ଓ MSME ବିଭାଗ - ଶିଳ୍ପ ଓ MSME ବିଭାଗ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5736414-180-5736414-1579195930086.jpg)
ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ‘ମୋ ସରକାର’ରେ ସାମିଲ ହୋଇଛି । ସରକାରକୁ ଲୋକାଭିମୁଖୀ ଓ ସ୍ବଚ୍ଛତା କରିବା ଦିଗରେ ବିଭାଗକୁ ମୋ ସରକାର ରେ ଅନ୍ତର୍ଭୁକ୍ତ କରାଯାଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।