ଜନ୍ମ କଲା ମାଆକୁ ପିଟିପିଟି ମାରିଦେଲା ପୁଅ - ଜନ୍ମ କଲା ମାଆକୁ ପିଟିପିଟି ମାରିଦେଲା ପୁଅ
🎬 Watch Now: Feature Video

ଢେଙ୍କାନାଳ: ଦଶ ମାସ ଦଶ ଦିନ ଗର୍ଭରେ ରଖି ମାଆ ଯାହାକୁ ଜନ୍ମ ଦେଇ ଦୁନିଆ ଦେଖାଇଲା, ସେ ଆଜି ସୈତାନ ସାଜି ନିଜ ମାଆକୁ କରିଛି ହତ୍ୟା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ କଙ୍କଡାହାଡ଼ ଥାନା ମକୁଆକାଟେଣୀ ଗାଁରେ ।