ଟୀକାକରଣ ନେଇ ଲୋକଙ୍କ ମନରୁ ଶଙ୍କା ଦୂର କଲେ ସୁର

By

Published : Jan 12, 2021, 11:00 PM IST

thumbnail
ଭୁବନେଶ୍ବର: 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁମେ ବହୁତ ବଡ଼ ବଡ଼ କଥା ଲୋକଙ୍କୁ କହୁଛ। ତୁମେମାନେ ଆଗ କୋରୋନା ଟିକା ନିଅ '। ଏହାପରେ ତୃତୀୟରେ ମୋତେ ଦିଅ । କିଛି ଏଭଳି ଢଙ୍ଗରେ କୋରୋନା ଟିକାକୁ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ। ଯାହା ଫଳରେ କୋରୋନା ଟିକାକୁ ନେଇ ଲୋକମାନଙ୍କ ମନରେ ଥିବା ସନ୍ଦେହ ଦୂରହେବ । ବିଧାୟକ ସୁର କହୁଛନ୍ତି କି, ବିଶ୍ବରେ ଯେଉଁଠାରେ ବି ଏହି ଟିକା ଯାହାକୁ ବି ଦିଆଯାଇଛି, ପରବର୍ତ୍ତୀ ସମୟରେ ତାଙ୍କ ଠାରେ କୋରୋନା ହୋଇଥିବା ଲକ୍ଷ୍ୟ କରାଯାଇଛି। ଯାହାଫଳରେ ସାଧାରଣ ଲୋକଙ୍କ ମନରେ ଟିକାକୁ ନେଇ ସନ୍ଦେହ ଦେଖାଦେଇଛି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.