ଡିଜିଟାଲ ପାଠଶାଳା: ପଢନ୍ତୁ, ବଂଶାନୁକ୍ରମତା ଉପରେ ମେଣ୍ଡେଲ୍ସଙ୍କ ଶଙ୍କରିକରଣ ପରୀକ୍ଷଣ - ଅନଲାଇନ କ୍ଲାସେସ୍‌

🎬 Watch Now: Feature Video

thumbnail

By

Published : Apr 16, 2020, 3:00 PM IST

ବରଗଡ: ଲକଡାଉନ ସମୟରେ ପାଠପଢାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଛାତ୍ରଛାତ୍ରୀ । ତେଣୁ ଏହି ଛାତ୍ରଛାତ୍ରୀଙ୍କ ପାଇଁ ଇଟିଭି ଭାରତ ଆଣି ଦେଇଛି ‘‘ଡିଜିଟାଲ ପାଠଶାଳା’’ । ଆମର ଏହି କାର୍ଯ୍ୟକ୍ରମରେ ରାଜ୍ୟ କିଛି ବଛାବଛା ପ୍ରଫେସର ଆପଣଙ୍କୁ ଦେଉଛନ୍ତି ଅନଲାଇନ କ୍ଲାସେସ୍‌ । ଆଜିର ଅଧ୍ୟାୟରେ ବରଗଡର ଜୀବବିଜ୍ଞାନ ଅଧ୍ୟାପକ ଡ଼ ସୁଶୀଲ କୁମାର ସାହୁ ପଢାଉଛନ୍ତି ଦ୍ଵାଦଶ ଶ୍ରେଣୀର ଜୀବ ବିଜ୍ଞାନ ପାଠ୍ୟକ୍ରମର ବଂଶାନୁକ୍ରମତା ଉପରେ ମେଣ୍ଡେଲ୍ସଙ୍କର ଶଙ୍କରିକରଣ ପରୀକ୍ଷଣ । ବଂଶଗତିର ନିୟମ ଜୀବମାନଙ୍କର ଗୁଣ ପିଢି ପରେ ପିଢି କିପରି ଭାବରେ ସଞ୍ଚରଣ ହୁଏ ତାହା ରହିଛି ଆଜିର ବିଷୟବସ୍ତୁ । ତେବେ ଆସନ୍ତୁ ଅଧ୍ୟାପକ ଡ଼ ସୁଶୀଲ ସାହୁଙ୍କ ଠାରୁ ଅନଲାଇନ ଶିଖା ନେବା.... ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.