ଆରପାରିରେ ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ - mayurbhanj rajamata bharti rajayalaxmi bhanjdeo passes away

🎬 Watch Now: Feature Video

thumbnail

By

Published : Jul 13, 2020, 12:32 PM IST

ବାରିପଦା: ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ବୟସ ହୋଇଥିଲା । ତେବେ ରାଜମାତାଙ୍କ ବିୟୋଗରେ ମୟୂରଭଞ୍ଜ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ସୂଚନାନୁଯାୟୀ, ଗତକାଲି ମଧ୍ୟ ରାତ୍ରିରେ ରାଜମାତାଙ୍କ ଦେହାନ୍ତ ହୋଇଥିଲା । ସେ ନେପାଳ ନରେଶ ତ୍ରିଭୁବନଙ୍କ କନ୍ୟା ଓ ମୟୁରଭଞ୍ଜ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ପୁତ୍ରବଧୁ। ତାଙ୍କ ସ୍ବାମୀ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କ ଗତ ୨୦୦୦ ମସିହାରେ ପରଲୋକ ହୋଇଥିଲା। ତାଙ୍କର ୩ ଝିଅ ଓ ଜଣେ ପୁଅ ଅଛନ୍ତି । ତାଙ୍କ ପୁଅ ତଥା ପ୍ରବୀଣ ଚନ୍ଦ୍ର ଭଞଦେବ ମୟୂରଭଞ୍ଜ ଜିଲ୍ଲାର ମୋରଡା ବିଧାନସଭା କ୍ଷେତ୍ରରୁ ୨ ଥର ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.