ଭାବମୟ ପରିବେଶରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମଙ୍ଗଳ ଆଳତୀ ସମ୍ପନ୍ନ, ଦେଖନ୍ତୁ ଭିଡିଓ - ଶ୍ରୀମନ୍ଦିର
🎬 Watch Now: Feature Video

ପୁରୀ: ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ବଡି ଭୋରରୁ ସେବାୟତ ଓ ପୂଜା ପଣ୍ଡାଙ୍କ ଶ୍ରୀମନ୍ଦିର ଦ୍ବାର ଫିଟାଇଛନ୍ତି । ଏହା ପରେ ପୂଜା ପଣ୍ଡା ଦୀପ, ଘଣ୍ଟି ଧରି ମନ୍ତ୍ରୋଚ୍ଚାରଣ କରି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ କରିଛନ୍ତି । ଏହି ସମୟରେ ଉପସ୍ଥିତ ଥିବା ଅନ୍ୟ ସେବାୟତ ଓ ଶ୍ରଦ୍ଧାଳୁଙ୍କ ହୁଳହୁଳି ଓ ହରିବୋଲରେ ଭକ୍ତିମୟ ହୋଇ ଉଠିଛି ସମଗ୍ର ପରିବେଶ ।