ରଥଯାତ୍ରା ଦାବିକୁ ନେଇ ବିଗିଡିଲେ ସୁର, କହିଲେ କେବଳ ଶ୍ରୀକ୍ଷେତ୍ରରେ ହେଉ ରଥଯାତ୍ରା

🎬 Watch Now: Feature Video

thumbnail

By

Published : Jun 19, 2021, 10:13 PM IST

ଭୁବନେଶ୍ବର: ପୁରୀରେ ରଥଯାତ୍ରା କରିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହାକୁ ଦେଖି ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳନ ନେଇ ଯେ ଭଳିକି କେନ୍ଦ୍ରାପଡା, ବାରିପଦା, ନୟାଗଡର ରଣପୁରରେ ଦାବି ଉଠିବାରେ ଲାଗିଛି। ଏହାକୁ ନେଇ ବିଗିଡିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ଏବଂ କହିଛନ୍ତି ଶ୍ରୀକ୍ଷେତ୍ରର ରଥଯାତ୍ରା ସ୍ବତନ୍ତ୍ର ଏହା ବିଶ୍ବ ପ୍ରସିଦ୍ଧ ଏହି ରଥଯାତ୍ରା ଅନ୍ୟ ସହ ତୁଳନା କରନ୍ତୁ ନାହିଁ । ମହାମାରୀ ସମୟରେ କେବଳ ପୁରୀରେ ହିଁ ହେଉ ମହାପ୍ରଭୁଙ୍କ ରଥଯାତ୍ରା । ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.