40 ବର୍ଷରୁ ବଙ୍ଗୀୟ ରୀତିନୀତିରେ ପୂଜା ପାଉଛନ୍ତି ମା'..ଦେଖନ୍ତୁ - ଶିମିଳିପଡା ପୂଜାମଣ୍ଡପ

🎬 Watch Now: Feature Video

thumbnail

By

Published : Oct 6, 2019, 4:05 PM IST

ଅନୁଗୋଳ: ରବିବାର ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାଅଷ୍ଟମୀ ପୂଜାର୍ଚ୍ଚନା । ଏନେଇ ମଣ୍ଡପରେ ବ୍ରତଧାରୀଙ୍କ ଭିଡ । ଅନୁଗୋଳ ସହରର ଏମିତି ଏକ ମଣ୍ଡପ ରହିଛି ଯେଉଁଠି ବଙ୍ଗୀୟ ରୀତିନୀତିରେ ଦୀର୍ଘ ୪୦ ବର୍ଷ ହେବ ପୂଜାର୍ଚ୍ଚନା ହୋଇଆସୁଛି । ଯେଉଁଠି ସର୍ବାଧିକ ବଙ୍ଗୀୟ ବ୍ରତଧାରୀଙ୍କ ଭିଡ ଜମେ । ଏ ହେଉଛି ଅନୁଗୋଳ ସହରର ଶିମିଳିପଡା ପୂଜା ମଣ୍ଡପ । ଯେଉଁଠି ବଙ୍ଗୀୟ ରୀତିନୀତିରେ ମା’ଙ୍କୁ ପୂଜା କରାଯାଉଛି । ତେବେ ମଣ୍ଡପରେ କିଭଳି ଅଷ୍ଟମୀ ପୂଜାର୍ଚ୍ଚନା କରାଯାଇଛି ସେ ନେଇ ଅଧିକ ସୂଚନା ଦେଇଛନ୍ତି ଅନୁଗୋଳ ସମ୍ବାଦଦାତା ସଂଗ୍ରାମ ରଞ୍ଜନ ନାଥ । ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.