ସମ୍ବଲପୁର ପ୍ରଶାସନର ମେଗା ପ୍ଲାନରେ ସ୍ବାବଲମ୍ବୀ ହେବେ କୁଷ୍ଠାଶ୍ରମର ଅନ୍ତେବାସୀ - ସ୍ବାବଲମ୍ବୀ ହେବେ କୁଷ୍ଠାଶ୍ରମର ଅନ୍ତେବାସୀ

🎬 Watch Now: Feature Video

thumbnail

By

Published : Nov 7, 2020, 5:25 PM IST

ସମ୍ବଲପୁର: ସ୍ବାବଲମ୍ବୀ ହେବେ କୁଷ୍ଠ ରୋଗୀ । ଏମାନଙ୍କ ଜୀବିକା ଉପାର୍ଜନ ପାଇଁ ଅଣ୍ଟା ଭିଡିଲା ସମ୍ବଲପୁର ଜିଲ୍ଲାପ୍ରଶାସନ । ଏକ ମେଗା ପ୍ରୋଜେକ୍ଟ ମାଧ୍ୟମରେ କାର୍ଯ୍ୟ ଯୋଗାଇବାକୁ କରିଛି ପ୍ରୟାସ । ମନରେଗା ମାଧ୍ୟମରେ କାମ ଯୋଗାଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.