ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି କଣ ? ଜାଣନ୍ତୁ...

By

Published : Jul 16, 2021, 3:13 PM IST

thumbnail
ପୁରୀ: ଆଜି ମହାପ୍ରଭୁଙ୍କ ହେରା ପଞ୍ଚମୀ । ମହାପ୍ରଭୁ ଭାଇ ଭଉଣୀଙ୍କୁ ନେଇ ମାଉସୀ ଘରକୁ ଆସିଥିବାରୁ ରୋଷ କରିଛନ୍ତି ଅଭିମାନୀନି ଲକ୍ଷ୍ମୀ । ଫଳରେ ରାଗରେ ମହାପ୍ରଭୁଙ୍କ ନନ୍ଦିଘୋଷ ଭାଙ୍ଗିବେ ଦେବୀ ଲକ୍ଷ୍ମୀ । ତେବେ ଏହି ନୀତି କିଭଳି ଓ କେମିତି ହୋଇଥାଏ ଅସନ୍ତୁ ଜାଣିବା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସୌମ୍ୟ ରଞ୍ଜନ ପଣ୍ଡାଙ୍କ ଠାରୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.