ଗୋରଖନାଥ ମନ୍ଦିରର କିଛି ଅଜଣା କଥା - know unknown mystery of gorekhnatha temple

🎬 Watch Now: Feature Video

thumbnail

By

Published : Jun 12, 2020, 1:42 PM IST

କିଏ କହେ ମନ୍ଦିର ଆଉ କିଏ କହେ ଡାକ୍ତରଖାନା ! କିଏ କହେ ଈଶ୍ଵର ଆଉ କିଏ କହେ ଚଳନ୍ତି ଡାକ୍ତର ! ସଞ୍ଜିବନୀର ପାଦୁକ, ହୁକୁମ୍ ଓ ବିଶ୍ଵାସରେ ଦୁଇଶହ ଵର୍ଷରୁ ଅଧିକହେଵ ଏଠାକାର ଅଲୌକିକ ମହିମା। ମୃତ୍ୟୁର ଆସନ୍ନ ବିପଦକୁ ଟାଳିଵାକୁ ଵିଶ୍ଵାସର ନୈଵେଦ୍ୟ ନେଇ ଲୋକିଟିଏ ଏଠାକୁ ଧାଇଁଆସେ। ତାକୁ ଜଣା ହିଁ ନଥାଏ ପ୍ରତିଦାନରେ ଐଶ୍ବରୀୟ ଉପହାର କଣ ମିଳିଵ ? ଆଶ୍ଵସନାର ରାହା ପାଇବ ନା ମୃତ୍ୟୁର ଦ୍ବାରେ ପହଞ୍ଚିବ ! ତଥାପି ସେ ସର୍ପ ଦଂଶନର ଯନ୍ତ୍ରଣାରେ ଛଟପଟ ହେଉଥିବା ସମ୍ପର୍କୀୟକୁ ମନ୍ଦିର ବେଢାରେ ପକାଇ, ଧୈର୍ଯ୍ୟର ପରୀକ୍ଷା ଦିଏ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.