ଦଶମୀରେ ମା'ଙ୍କ ପାଖରେ କାହିଁକି ହୁଏ ଦହି ପଖାଳ ଭୋଗ, ଜାଣନ୍ତୁ - ଦଶହରାରେ ପଖାଳ ଭୋଗ

🎬 Watch Now: Feature Video

thumbnail

By

Published : Oct 15, 2021, 6:49 PM IST

କଟକ: ବିଜୟା ଦଶମୀରେ ମା'ଙ୍କ ବିସର୍ଜନ ପୂଜା ସମୟରେ ମା'ଙ୍କ ପାଖରେ ଦହିପଖାଳ ପ୍ରସାଦ ଲାଗୁ କରାଯାଏ । ଦହି ପଖାଳ ସାଙ୍ଗକୁ ଶାଗ ଭଜା, ଛଙ୍କା, ମହୁର ଆଦି ମା'ଙ୍କ ପାଖରେ ଲାଗୁ କରାଯାଇଥାଏ । ତେବେ କାହିଁକି ମା'ଙ୍କ ପାଖରେ ଏହି ପ୍ରସାଦ ଲାଗୁ କରାଯାଏ ? କିପରି ଏହାକୁ ପ୍ରସ୍ତୁତ କରାଯାଏ ? ଏନେଇ ବିସ୍ତୃତ ସୂଚନା ଦେଉଛନ୍ତି ଖାନନଗର ପୂଜା କମିଟିର ସାଧାରଣ ସମ୍ପାଦକ । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.