ଦିବ୍ୟାଙ୍ଗ ଦେବପ୍ରସାଦ; ବର୍ଷ ବର୍ଷ ଧରି ଖଟରେ ଛଟପଟ, ଚିକିତ୍ସାରେ ଅର୍ଥ ବାଧକ

🎬 Watch Now: Feature Video

thumbnail

By

Published : Dec 12, 2020, 8:42 PM IST

ଯାଜପୁର: ଯାଜପୁର ଦାନଗଦୀ ନୀଳଦେଇପୁର ଶାସନ ଗାଁର 13 ବର୍ଷର ଦିବ୍ୟାଙ୍ଗ ଦେବପ୍ରସାଦ । ଜନ୍ମହେବାର 8ମାସ ପରେ ପକ୍ଷାଘାତ ରୋଗରେ ପୀଡିତ ହୋଇ ସେ ନିଜ ପାଇଁ ଓ ପରିବାର ପାଇଁ ଦୁଃଖ ଆଣି ଦେଇଛନ୍ତି । ଖେଳିବା କୁଦିବା ବୟସରେ ଖଟରେ ପଡି ରହିଛନ୍ତି । କିଏ ଖୁଆଇ ଦେଲେ ଖାଉଛି, ଗାଧେଇ ଦେଇ ପୋଷାକ ପିନ୍ଧାଇଦେଲେ ପିନ୍ଧୁଛି । ବାପା ସଞ୍ଜୟ ଶତପଥୀ ଓ ମା’ ଦିପ୍ତିମୟୀଙ୍କ ସହିତ ଭଉଣୀ ହିଁ ଏବେ ତାର ସାହା ପାଲଟିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.