ଭୋଟ ଦେଲେ ଚର୍ଚ୍ଚିତ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ - ଭୋଟ ଦେଲେ ବେଣୁଧର ବାରିକ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9410243-thumbnail-3x2-collage.jpg)
ବାଲେଶ୍ଵର: ସଦର ଉପନିର୍ବାଚନରେ ଭାଗ ନେଇଥିବା ସବୁଠୁ ଚର୍ଚ୍ଚିତ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ ନିଜ ମତ ସାବସ୍ତ୍ୟ କରିଛନ୍ତି। 80 ବର୍ଷୀୟ ବେଣୁଧର ନୋମିନେସନ କରିବା ପରେ ବେଶ ଚର୍ଚ୍ଚାକୁ ଆସିଥିଲେ। ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ସେ ବସ୍ତିବାସିନ୍ଦାଙ୍କ ସମର୍ଥନ ନେଇ ଆଗକୁ ବଢିବାର ଲକ୍ଷ୍ୟ ରଖିଥିଲେ। ତେବେ ସେ ଆଜି ନିଜର ଭୋଟ ସହରର ଗୁଡିପଦା ମତଦାନ କେନ୍ଦ୍ରରେ ନିଜ ଅଧିକାର ସାବ୍ୟସ୍ତ କରିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ