ଲକଡାଉନରେ କାମଧନ୍ଦା ବନ୍ଦ: ପୁରୀର ଅସଙ୍ଗଠିତ କ୍ଷେତ୍ର ଶ୍ରମିକ ହତାଶ - impact of covid-19 lockdown on unorganizedworker
🎬 Watch Now: Feature Video
ଲକଡାଉନ ଯୋଗୁଁ ବହୁ ଲୋକଙ୍କ ଜୀବନ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି । ତେବେ କୋରୋନାର କଟକଣାରୁ ଖଟିଖିଆ ପରିବାର ମଧ୍ୟ କାମଧନ୍ଦା ଅଭାବରୁ ରୋଜଗାରଶୂନ୍ୟ ହୋଇଯାଇଛନ୍ତି । ପୁରୀର ଅନେକ ଅସଙ୍ଗଠିତ କ୍ଷେତ୍ର ଶ୍ରମିକ ଏବେ ରୋଜଗାର ହରାଇ ହତାଶ ହୋଇଛନ୍ତି । ଅଧିକ ପଢନ୍ତୁ...