ବିଧାନସଭା ଶୀତ ଅଧିବେଶନ: ଆରମ୍ଭରୁ ଅଚଳ - ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର
🎬 Watch Now: Feature Video

ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନ ଆରମ୍ଭରୁ ହୋହଲ୍ଲା ହଟ୍ଟଗୋଳ। ଶୋକ ପ୍ରସ୍ତାବ ପରେ ପ୍ରଶ୍ନକାଳ ଚାଲିବା କଥା। ହେଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ହଠାତ ଉଠି ପ୍ରଶ୍ନକାଳ ବାତିଲ କରି ଆଲୋଚନା ପାଇଁ ଦାବି କରିଥିଲେ। ପ୍ରଶ୍ନ ଉତ୍ତର ବାତିଲ କରି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଦାବି କଲେ ବିରୋଧୀ ବିଜେପି ଓ କଂଗ୍ରେସ।