କୋରୋନା ଭୟରେ ଫିକା ପଡ଼ିବ ହୋଲି, ସରକାର ଦେଲେ ସତର୍କ ନିର୍ଦ୍ଦେଶ - ଫିକା ପଡ଼ିବ ହୋଲି

🎬 Watch Now: Feature Video

thumbnail

By

Published : Mar 9, 2020, 8:13 PM IST

ଭୁବନେଶ୍ବର: ଏଥର କୋରୋନା ଭାଇରସ୍ ଭୟରେ ଫିକା ପଡ଼ିପାରେ ହୋଲିପର୍ବ । ମଙ୍ଗଳବାର ରଙ୍ଗର ପର୍ବ ଆସୁଛି ସତ କିନ୍ତୁ ଲୋକଙ୍କ ମନରେ ନାହିଁ ଏତେ ଉତ୍ସାହ । ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସ୍କୁଲ ପିଲାଙ୍କୁ ସାମୂହିକ ଭାବେ ରଙ୍ଗ ନ ଖେଳିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.