thumbnail

ଅସହାୟ ବୃଦ୍ଧ ଦମ୍ପତି, କୁଡ଼ିଆରେ ବିତୁଛି ଜୀବନ

By

Published : Oct 25, 2019, 2:53 PM IST

ବ୍ରହ୍ମଗିରି: ପରିଣତ ବୟସରେ ସଂଘର୍ଷମୟ ଜୀବନ । ଓଳିଏ ଖାଇଲେ ଓଳିଏ ଉପାସ । ଜରି ପକା କୁଡିଆ ଖଣ୍ଡେ ପାଲଟିଛି ରହଣି ଘର । ପରିଣତ ବୟସରେ ଜୀବନ ସହ ଏମିତି କଷ୍ଟଦାୟକ ସଂଘର୍ଷ କରୁଛନ୍ତି ବ୍ରହ୍ମଗିରି ବ୍ରାହ୍ମଣପଡା ଗାଁର ବୃଦ୍ଧା ଦମ୍ପତି ପଞ୍ଚୁ ନାଠି ଓ ତାଙ୍କ ସ୍ତ୍ରୀ ଗୁରୁବାରୀ ନାଠି । ପରିବାର କହିଲେ କେବଳ ବୃଦ୍ଧା ଦମ୍ପତିଙ୍କୁ ବୁଝାଏ । ହେଲେ ଜୀବନ ସହ ଚାଲିଥିବା ଏହି ସଂଘର୍ଷକୁ ନେଇ କେବେ ହାର ମାନିନାହାନ୍ତି ଉଭୟ ଦମ୍ପତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.