ଚାନ୍ଦିପୁରରେ ନାହିଁ ବର୍ଷା, ପବନର ବେଗ ମାତ୍ରାଧିକ

🎬 Watch Now: Feature Video

thumbnail

By

Published : May 26, 2021, 1:16 PM IST

ବାଲେଶ୍ବର: ଜିଲ୍ଲାରେ ବର୍ତ୍ତମାନ ବାତ୍ୟା ୟସ୍‌ ତାର ପ୍ରକୋପ ଦେଖାଇବାରେ ଲାଗିଛି। ସକାଳେ ସମୁଦ୍ର ଜୁଆର ଅତ୍ୟଧିକ ମାତ୍ରାରେ ମାଡ଼ି ଆସିଥିଲା । ସେହିପରି ବର୍ତ୍ତମାନ ଚାନ୍ଦିପୁର ଅଞ୍ଚଳରେ ବର୍ଷାର ପ୍ରକୋପ ନାହିଁ କି ସମୁଦ୍ରରେ ଜୁଆର ମଧ୍ୟ ନାହିଁ। ମାତ୍ର ପବନର ବେଗ ଢେର ଅଧିକ ରହିଛି । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.