thumbnail

ଅସହାୟ ହେଉଛି କଷ୍ଟ, ଯନ୍ତ୍ରଣାରେ ଛଟପଟ ଜଗନ୍ନାଥ

By

Published : Jan 13, 2020, 8:30 PM IST

ଭଞ୍ଜନଗର: ଅଜଣା ରୋଗରେ କୁନିପୁଅ ଆକ୍ରାନ୍ତ ଜଗନ୍ନାଥ। ମା' ପଣତକାନିର ଆଢୁଆଳରେ ଦିନ କାଟୁଛି ସେ। ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି। ଗଞ୍ଜାମ ଜିଲ୍ଲା ସେରଗଡ଼ ବ୍ଲକ ଗୋଠଗାଁରେ ବସବାସ କରନ୍ତି ପ୍ରଭାକର ପ୍ରଧାନଙ୍କ ପରିବାର।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.