ଜାଣନ୍ତୁ, 'ଅମ୍ଫାନ' ନେଇ କଣ କହୁଛନ୍ତି ପାଣିପାଗ ନିର୍ଦ୍ଦେଶକ... - ପାଣିପାଗ ନିର୍ଦ୍ଦେଶକ

🎬 Watch Now: Feature Video

thumbnail

By

Published : May 19, 2020, 4:33 PM IST

ଭୁବନେଶ୍ବର: ଧୀରେଧୀରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ଶକ୍ତିଶାଳୀ ବାତ୍ୟା 'ଅମ୍ଫାନ' । ୨୦ ତାରିଖ ଅପରାହ୍ନରେ ଏହା ସୁନ୍ଦରବନ ଠାରେ ସ୍ଥଳଭାଗ ଛୁଇଁବ। ତେବେ 1999 ମସିହା ପରେ ପୁଣି ଥରେ ଶକ୍ତିଶାଳୀ ମହାବାତ୍ୟାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଲୋକେ । ବାତ୍ୟା ପ୍ରଭାବରେ ରାଜ୍ୟର ୧୧ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ୧୯ ତାରିଖରେ ପ୍ରବଳ ବର୍ଷା ହେବା ସହ ୫୫ରୁ ୬୫ କିଲୋମିଟର ବେଗରେ ପବନ ବହିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ । ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.