ଚିନ୍ତା ବଢାଉଛି ଚକଡା, ଆତ୍ମହତ୍ୟା ଧମକ ଦେଲେ ଚାଷୀ - ଚକଡା ପୋକ
🎬 Watch Now: Feature Video
କେନ୍ଦ୍ରାପଡା: ଫସଲ ଅମଳକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି । କିନ୍ତୁ ଫସଲରେ ଲାଗିଲେଣି ଜଉ ଓ ଚକଡ଼ା ପୋକ। ବିଭିନ୍ନ ସମବାୟ ସଂସ୍ଥା ଓ ବ୍ୟାଙ୍କରୁ ଆଣିଥିବା କରଜ କେମିତି ପରିଶୋଧ କରିବେ ସେନେଇ ଚିନ୍ତାରେ ଚାଷୀକୁଳ। କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ରଘୁଦେଇପୁର ପଞ୍ଚାୟତ ନୋଳସାହି ପାଟରାରେ ଦେଖିବାକୁ ମିଳିଛି ଦୃଶ୍ୟ। ବାତ୍ୟା ବୁଲବୁଲ ଚାଷୀଙ୍କର ସମସ୍ତ ଆଶା ଆକାଂକ୍ଷାକୁ ମାଟିରେ ମିଶେଇ ଦେଇଛି ।