ଢେଙ୍କାନାଳର ରେଞ୍ଜ ଅଫିସ ଷ୍ଟୋର ରୁମରେ ବିସ୍ଫୋରଣ, ଜଣେ ଗୁରୁତର - dhenkanal news
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7749883-thumbnail-3x2-blast.jpg)
ଢେଙ୍କାନାଳ: ପୁରୁଣା ସଦର ରେଞ୍ଜ ଅଫିସ ଷ୍ଟୋର ରୁମରେ ବାଣ ବିସ୍ପୋରଣ । ବିସ୍ଫୋରଣରେ ଉଡିଗଲା ଘର ଆଜବେଷ୍ଟସ । ଜଣେ ଗୁରୁତର । ଗୁରୁତର ସୁଦୀପ ସାମଲ ଜଣେ ଏଲିଫ୍ୟାଣ୍ଟ ସ୍କ୍ବାର୍ଡ ହୋଇଥିବା ସୂଚନା । ହାତୀ ଘଉଡାଇବା ପାଇଁ ରଖାଯାଇଥିବା ବାଣରୁ ବିସ୍ପୋରଣ ହୋଇଥିବା କୁହାଯାଉଛି । ତେବେ ଷ୍ଟୋର ରୁମରୁ ସ୍ଥାନାନ୍ତରିତ ବେଳେ ଏପରି ବିସ୍ଫୋରଣ ଘଟିଛି ।