ଲକଡାଉନ କୋହଳ ପରେ ମଧ୍ୟ ଶ୍ରମିକଙ୍କୁ ମିଳୁନି କାମ - relaxsation in lockdown
🎬 Watch Now: Feature Video

ପୁରୀ: କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକମାନଙ୍କ ପାଇଁ ଲକଡାଉନ ନିୟମ କିଛି ମାତ୍ରାରେ କୋହଳ କରିଛନ୍ତି । ନିର୍ମାଣ କାର୍ଯ୍ୟ ଚାଲୁ ରହିବା ପାଇଁ ଅନୁମତି ଥିବା ବେଳେ ଶ୍ରମିକମାନେ କାର୍ଯ୍ୟରେ ଯୋଗଦେଇ ପାରିବେ ବୋଲି ସରକାର କହିଛନ୍ତି । ମାତ୍ର କୋହଳ ନିୟମ କିନ୍ତୁ ପୁରୀ ସହରରେ ଶ୍ରମିକମାନଙ୍କ କୌଣସି ଫାଇଦା ଦେଇନାହିଁ। ଏବେବି କାର୍ଯ୍ୟ ମିଳୁନି । ହାତ ବାନ୍ଧି ବସିଥିବା ଅଭିଯୋଗ କରିଛନ୍ତି ଶ୍ରମିକମାନେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ