ଜୀବନ ପ୍ରଦୀପ ଦାସଙ୍କ ଅଡିଓ ଭାଇରାଲ ଘଟଣା: ସୁର କହିଲେ ବିଜେପିରୁ ଜନ୍ମ ନବୀନ - ଜୀବନ ପ୍ରଦୀପ ଦାସଙ୍କ ଅଡିଓ ଭାଇରାଲ ଘଟଣା
🎬 Watch Now: Feature Video

ଭୁବନେଶ୍ବର: ବାଲେଶ୍ବର ସଦରର ବିଜୁ ଜନତା ଦଳର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଜୀବନ ପ୍ରଦୀପ ଦାସ ଶୁକ୍ରବାର ଇସ୍ତଫା ଦେଇଛନ୍ତି । ଏହାରି ମଧ୍ୟରେ ଜୀବନ ପ୍ରଦୀପ ଦାସଙ୍କ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ବିଜେପି-ବିଜେଡି ସମ୍ପର୍କକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି । ଏନେଇ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି ।