thumbnail

By

Published : May 25, 2021, 7:18 AM IST

ETV Bharat / Videos

ଓଡିଶା ମୁହାଁ ବାତ୍ୟା ‘ୟାସ୍’, ବାଲୁକା କଳାରେ ସୁଦର୍ଶନଙ୍କ ବାର୍ତ୍ତା

ପୁରୀ: ଓଡିଶାମୁହାଁ ବାତ୍ୟା ‘ୟାସ୍’ । ଘଣ୍ଟା ପ୍ରତି 12 କିଲୋମିଟର ବେଗର ଆଗଉଛି ବାତ୍ୟା । ରାଜ୍ୟରେ 4 ଜିଲ୍ଲାକୁ ରହିଛି ସତର୍କ ସୂଚନା । ବର୍ତ୍ତମାନର ସୂଚନା ଅନୁସାରେ ବାତ୍ୟା ‘ୟସ୍’ ବାଲେଶ୍ବର ନିକଟରେ ଲ୍ୟାଣ୍ଡଫଲ୍ କରିବାର ଅନୁମାନ କରାଯାଉଛି । ତେବେ ଏନେଇ ଭୟଭୀତ ଅଛନ୍ତି ରାଜ୍ୟବାସୀ । ତେବେ ସେମାନଙ୍କୁ ସଚେତନ କରିବାକୁ ଓ ବାତ୍ୟା ପ୍ରତି ଭୟଭୀତ ନ ହେବାକୁ ବାଲୁକାକଳା ମାଧ୍ୟମରେ କହିଛନ୍ତି ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମୀରେ ବାଲୁକା କଳା ମାଧ୍ୟମରେ ସେ ବାତ୍ୟା ସଚେତନତା ବାର୍ତ୍ତା ଦେଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.