thumbnail

ବାରବାଟୀ ଦିନିକିଆ: ମ୍ୟାଚକୁ ନେଇ ମତୁଆଲା କ୍ରିକେଟ ପ୍ରେମୀ

By

Published : Nov 30, 2019, 7:26 PM IST

କଟକ: ପାଖେଇ ଆସୁଛି ବାରବାଟୀ ଦିନିକିଆ। ସେଥିପାଇଁ ଷ୍ଟାଡିଅମରେ ପ୍ରସ୍ତୁତି ଶେଷ ପର୍ଯାୟରେ ପହଞ୍ଚିଲାଣି। ହେଲେ ଯେବେଠୁ କଟକରେ ଇଣ୍ଡିଆ ଓ ୱେଷ୍ଟେଇଣ୍ଡିଜ ମ୍ୟାଚ ହେବା ନେଇ ସ୍ଥିର ହୋଇଛି ସେବେଠୁ ମତୁଆଲା ହୋଇଛନ୍ତି କ୍ରିକେଟ ପ୍ରେମୀ। କାରଣ 2ବର୍ଷରୁ ଉର୍ଦ୍ଧ୍ଵ ସମୟ ପରେ ବାରବାଟୀକୁ ଫେରିଛି ଆନ୍ତର୍ଜାତୀୟ ମ୍ୟାଚ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.