ହସ୍ପିଟାଲରୁ ଗାଏବ କୋଭିଡ୍ ଆକ୍ରାନ୍ତ, ଖୋଜି ଖୋଜି ନୟାନ୍ତ ପରିବାର ଲୋକେ - district administration silent in patient missing case

🎬 Watch Now: Feature Video

thumbnail

By

Published : Oct 17, 2020, 7:19 PM IST

ଢେଙ୍କାନାଳ: ହସ୍ପିଟାଲରୁ ନିଖୋଜ କୋଭିଡ୍ ସଂକ୍ରମିତ। ଖୋଜି ଖୋଜି ନୟାନ୍ତ ପରିବାର ହେଲେ ବୃଦ୍ଧଙ୍କ ପତ୍ତା ମିଳୁନି । ନିଖୋଜ ବୃଦ୍ଧ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ବାରଦା ଗ୍ରାମର ଦୁର୍ଯୋଧନ ବେହେରା। ଗତ ସେପ୍ଟେମ୍ବର ୨୯ ତାରିଖରେ ଜ୍ବର ଯୋଗୁଁ ବୃଦ୍ଧ ଜଣକ ତାଙ୍କ ପରିବାର ସହ ଆସିଥିଲେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ । ମାତ୍ର କୋଭିଡ ଟେଷ୍ଟ ପରେ ପଜିଟିଭ ଆସିବାରୁ ତାଙ୍କୁ ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.