କୋରୋନା ସତର୍କତା; ରାତିଅଧିଆ ବୁଲିବା ମନା - କୋରୋନା ଭାଇରସ୍ ଚିକିତ୍ସା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6510890-thumbnail-3x2-bbsr.jpg)
ଭୁବନେଶ୍ବର: କୋରୋନା ସତର୍କତା ନେଇ ଚେକିଂ ଓ ବ୍ଲକିଂ ଜୋରଦାର। ଜରୁରୀ କାମ ନଥିଲେ ଆଗକୁ ଯିବା ମନା । ତେବେ ରାତି ଅଧରେ କିପରି ରହିଥିଲା ରାଜଧାନୀର ସ୍ଥିତି, ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ତାପସ ପରିଡା ।