କଷ୍ଟରେ ଛଟପଟ କୋରୋନା ରୋଗୀଙ୍କ ଅଡିଓ ଭାଇରାଲ...

By

Published : Jul 16, 2020, 4:15 PM IST

thumbnail
ବ୍ରହ୍ମପୁର: ଦିନକୁ ଦିନ ଗଞ୍ଜାମ ଜିଲ୍ଲା ଓ ବ୍ରହ୍ମପୁର ସହରରେ ହୁ ହୁ ହୋଇ ସଂକ୍ରମଣ ବଢାଇବାରେ ଲାଗିଛି କୋରୋନା । ଏଭଳି ସମୟରେ ବ୍ୟାପକ ସଚେତନତା ଅବଲମ୍ବନ ମଧ୍ୟ କରାଯାଉଛି । ହେଲେ ଏମିତି ଏକ ଅଡିଓ ଏବେ ଇଟିଭି ଭାରତ ହାତରେ ଲାଗିଛି ଯାହା ଦର୍ଶାଉଛି, ଟାଟା କୋଭିଡ ସେଣ୍ଟରରେ କେମିତି କୋରୋନା ରୋଗୀଙ୍କୁ ଚିକିତ୍ସା କରାଯାଉଛି । ରୋଗୀଙ୍କ କହିବା କଥା, ସେ ଟାଟା କୋଭିଡ଼ ସେଣ୍ଟର ICU ରେ ରହି ଚିକିତ୍ସିତ ହେଉଛନ୍ତି । ମାତ୍ର ଏଠାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ବୋଲି କହୁଛନ୍ତି ରୋଗୀ ଜଣଙ୍କ । କିଛି ସୁବିଧା ମିଳୁନଥିବା ବେଳେ ମେଡିକାଲ କିଟ୍ ମଧ୍ୟ ଏକ୍ସପାଏରୀ ହୋଇଯାଇଥିବା ଅଭିଯୋଗ କରିଛନ୍ତି ରୋଗୀ ଜଣଙ୍କ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.