କୋରୋନା ସଂଗ୍ରମରେ ଆଗଧାଡିର ଯୋଦ୍ଧା ସଫେଇ କର୍ମଚାରୀ - front line fighters
🎬 Watch Now: Feature Video

ବଲାଙ୍ଗୀର: କୋରୋନା ପାଇଁ ଲକଡାଉନ ଜାରି ରହିଛି । ସେହିପରି ଏହାକୁ ନେଇ ଭୟ ଲୋକଙ୍କ ମଧ୍ୟରେ ରହିଛି ହେଲେ ଏଭଳି ସ୍ଥିତିରେ କାହାକୁ ଖାତିର ନକରି ବଲାଙ୍ଗୀରର ଆଗ ଧାଡିରେ ଛିଡା ହୋଇ ବଲାଙ୍ଗୀର ସଫେଇ କର୍ମଚାରୀ ନିଜ ଦାୟିତ୍ବ ତୁଲାଉଛନ୍ତି । ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ଭଳି ଚିନ୍ତା ଧାର ନେଇ ଏମାନେ ସମସ୍ତେ ନିଜ କାମରେ ଅହରହ ଲାଗିଛନ୍ତି । ବଲାଙ୍ଗୀର ପୌର ପାଳିକରେ 250 ଜଣ ସଫେଇ କର୍ମଚାରୀ କାମ କରୁଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ