thumbnail

ହାଡଭଙ୍ଗାରେ ଶୀତରେ ଥରୁଛି ବୌଦ୍ଧ

By

Published : Dec 23, 2021, 9:57 AM IST

ବୌଦ୍ଧ: ଜିଲ୍ଲାରେ ଜାରି ରହିଛି ଶୀତର ପ୍ରକୋପ (heavy cold wave in boudh) । ଲଗାତାର ୨ଦିନ ହେଲା ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୁତ ହୋଇଛି । ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ରହୁଥିବା ବେଳେ ଉପାନ୍ତ ଅଞ୍ଚଳରେ ପାଞ୍ଚ ଡିଗ୍ରୀ ତଳେ ପାରଦ ରହୁଛି । ବିଶେଷ ଭାବରେ ନାରାୟଣପ୍ରସାଦ,ଖୁଣ୍ଟିଗୋରା,ତଳଗାଁ, ମହାଲିକପଡା, ଆମ୍ବଝରୀ ପଞ୍ଚାୟତର ଅନେକ ଗ୍ରାମରେ ସକାଳୁ କାକରର ଚାଦର ବିଛାଇ ରହୁଛି । ଫଳରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ପୁଇଁ ହେବାର ମଧ୍ୟ ଦେଖିବାକୁ ମିଳିଛି । ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.