thumbnail

By

Published : May 16, 2020, 8:29 PM IST

ETV Bharat / Videos

କୃଷି ଓ MSME କୁ ଦେଶରେ ନିବେଶ, ଉତ୍ପାଦନ ଓ ନିଯୁକ୍ତି ବୃଦ୍ଧିକୁ ଗୁରୁତ୍ବ

ଆତ୍ମନିର୍ଭର ଭାରତ ପ୍ୟାକେଜ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଚତୁର୍ଥ ପ୍ରେସ୍ ମିଟ୍ ... କୃଷି ଓ MSME ପରେ ଆଜି ଦେଶରେ ନିବେଶ, ଉତ୍ପାଦନ ଓ ନିଯୁକ୍ତି ବୃଦ୍ଧିକୁ ଗୁରୁତ୍ବ ଦେଇଛନ୍ତି ସୀତାରମଣ... ଏହାକୁ ନେଇ ସେ 8ଟି ସେକ୍ଟରରେ ଗଠନମୂଳକ ଓ କ୍ଷେତ୍ରୀୟ ସଂସ୍କାର ଆଣିବା ଆବଶ୍ୟକ ବୋଲି କହିଛନ୍ତି... ତେବେ ଆସନ୍ତୁ ଦେଖିବା କେଉଁ ସେକ୍ଟର ପାଇଁ କଣ ରହିଛି ଯୋଜନା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.