thumbnail

By

Published : Nov 10, 2020, 11:24 AM IST

Updated : Nov 11, 2020, 12:12 PM IST

ETV Bharat / Videos

‘ଉପନିର୍ବାଚନରେ ଟଙ୍କା ବାଣ୍ଟିପାରିଲାନି କଂଗ୍ରେସ’

ଭୁବନେଶ୍ବର: ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ ପାଇଁ ଗଣତି ଆରମ୍ଭ ହୋଇଯାଇଛି । ଗଣତି ରାଉଣ୍ଡ ଯେତିକି ବଢୁଛି ନେତାଙ୍କ ହୃଦସ୍ପନ୍ଦନ ସେତିକି ବଢିବାରେ ଲାଗିଛି । ଏନେଇ କଂଗ୍ରେସର ଜଟଣୀ ବିଧାୟକ କହିଛନ୍ତି ଉଭୟ ନିର୍ବାଚନଣ୍ଡଳୀରେ ବିଜେଡି ଜିତିବ । ସବୁ ଭୋଟ ଟଙ୍କା ଦେଇ କିଣାଯାଉଛି । କଂଗ୍ରେସର ଏତେ ପାଇସା ନାହିଁ । ତେଣୁ ଦଳ ପଛରେ ପଡିଯାଇଛି । ହେଲେ ଆମେରିକା ଓ ବିହାର ପରି 2024ରେ ଓଡିଶାରେ ମଧ୍ୟ ଆସିବ ପରିବର୍ତ୍ତନ ।
Last Updated : Nov 11, 2020, 12:12 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.